‘ବ୍ରହ୍ମାସ୍ତ୍ର’ ପାଇଁ କାହିଁକି ଫି’ ନେଇ ନଥିଲେ ରଣବୀର

‘ବ୍ରହ୍ମାସ୍ତ୍ର’ ପାଇଁ କାହିଁକି ଫି’ ନେଇ ନଥିଲେ ରଣବୀର

ଭୁବନେଶ୍ୱର : ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ବକ୍ସ ଅଫିସ୍ ଭଲ କଲେକସନ୍‌ କରୁଛି । ହେଲେ ବର୍ତ୍ତମାନ ଫିଲ୍ମକୁ ନେଇ ଅନେକ ପ୍ରକାରର ଖବର ସାମ୍ନାକୁ ଆସିଛି। ଫିଲ୍ମ ରିପୋର୍ଟ ଅନୁଯାୟୀ ଏହାକୁ ହିଟ୍ ବୋଲି କହୁଥିବାବେଳେ ଫିଲ୍ମର ବଜେଟକୁ ନେଇ ଅନେକ ଲୋକ ଏହାକୁ ହିଟ୍ ବୋଲି ବିଚାର କରୁନାହାଁନ୍ତି। ପୂର୍ବରୁ ବ୍ରହ୍ମାସ୍ତ୍ରର ବଜେଟ୍ ପ୍ରାୟ ୪୧୦ କୋଟି ଟଙ୍କା ବୋଲି କୁହାଯାଇଥିଲା। ପରେ ସୋସିଆଲ ମିଡିଆରେ ଖବର ଆସିଥିଲା ​​ଯେ ଏହି ଫିଲ୍ମରେ ୬୫୦ ଟଙ୍କା ଖର୍ଚ୍ଚ ହୋଇଛି। ଜବରଦସ୍ତ ଭିଏଫଏକ୍ସ ଯୋଗୁଁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ଫି’ ନେଇ ନଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବର୍ତ୍ତମାନ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏହାକୁ ନେଇ ମୁହଁ ଖୋଲିଛନ୍ତି ।
ବ୍ରହ୍ମାସ୍ତ୍ରକୁ ମିଳିଥିବା ଭଲ ପାଇବାକୁ ନେଇ ଅୟାନ ମୁଖାର୍ଜୀ ଖୁସି ଅଛନ୍ତି। ବର୍ତ୍ତମାନ ରଣବୀର ଏବଂ ଆଲିଆଙ୍କ ଫି’କୁ ନେଇ କହିଛନ୍ତି ଯେ ଅନେକ ବ୍ୟକ୍ତିଗତ ବଳିଦାନ ହେତୁ ଏହି ଫିଲ୍ମ ନିର୍ମାଣ କରାଯାଇଛି। ଏହା ସତ ଯେ ରଣବୀର ଯେତିକି ଷ୍ଟାର ଭାବରେ ନିଅନ୍ତି, ବ୍ରହ୍ମାସ୍ତ୍ର ତିଆରି ପାଇଁ କିଛି ନେଇ ନାହାଁନ୍ତି। ଏହା ଏକ ବଡ ଡିଲ୍ । ନଚେତ୍ ଚଳଚ୍ଚିତ୍ର ନିର୍ମାଣ କରିବା ସମ୍ଭବ ନୁହେଁ । ରଣବୀର କହିଥିଲେ ମୁଁ ବି ଫିଲ୍ମର ପ୍ରଡ୍ୟୁସର । ମୋର ବି କିଛି ଅଧିକାର ଅଛି ଫିଲ୍ମ ପାଇଁ କରିବାର। ପାର୍ଟ-୧ ପାଇଁ ପଇସା ନେଇ ନାହିଁ ସତ । ହେଲେ ପାର୍ଟ-୩ରେ ଯେଉଁ କଲେକସନ ହେବ ତାହା ସବୁଠାରୁ ଅଧିକ ।
୨୦୧୪ ମସିହାରେ ଫିଲ୍ମ ପାଇଁ ସାଇନ୍ ହୋଇଥିବା ଆଲିଆଙ୍କ ବିଷୟରେ ମଧ୍ୟ କହିଥିଲେ। ସେତେବେଳେ ତାଙ୍କର କେବଳ କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ​​। ସେ ଆଜିକା ପରି ବଡ ଷ୍ଟାର ନଥିଲେ। ଫିଲ୍ମରେ ଆଲିଆଙ୍କ ପାଇଁ ଯେଉଁ ପରିମାଣ ସ୍ଥିର କରାଯାଇଥିଲା ତାହା ବହୁତ କମ୍ ଥିଲା । ଏଥିପାଇଁ କଳାକାରଙ୍କ ବଳିଦାନ ଯୋଗୁଁ ଫିଲ୍ମଟି ଭଲ ହୋଇପାରିଛି ।

ims news

6 thoughts on “‘ବ୍ରହ୍ମାସ୍ତ୍ର’ ପାଇଁ କାହିଁକି ଫି’ ନେଇ ନଥିଲେ ରଣବୀର”

  1. Чат поддержки Vavada отвечает в среднем за пару минут и ведёт диалог на русском, английском, казахском и узбекском. Раздел с активными сессиями показывает каждое устройство с датой входа, IP-адресом и возможностью отозвать доступ одним кликом. Подробности по ссылке: [url=https://indodarts.com]https://indodarts.com[/url] Такая забота о ритме игры заметна с первой сессии и работает на удержание аудитории без выгорания.

  2. Cum swap nieceUnshaved women blowjobsPam anderson naked
    pussy picturesAsian grocery stores in pasco waAdult cuseemePussy killers dvdFree video
    clips of teen girlsBlack fucking gay sucking thugShemale jackers xnxx
    Best free porn with no virusesHands on big teen nipplesTeen south carolineExploitedblack teenRedhead
    pursuit target scopeHannah facialPleasure reality
    principleMy dog licking my pussyAmater porn actressDallas transgender nude clubs xnxxporn.win Free
    gay black male strippers vidoesDesnudos foto gay jovencitosSpankwire dog cumWatching woman eat sexual turn onLisa
    marie scott nude photosCumming clit 2008 jelsoft enterprises ltdMobile breast screening unitGirls on their rag xxx xnxx Group of naked asian girlsFree braces porn picsPh-ion ph test stripsHidden masturbation cam clipTeenburg free videos tgp’sFlexible esbian orgyGenie porn video clipsPerth fetish houseWhitezilla broke my pussy 1Free video naked
    female athletes

Leave a Reply

Your email address will not be published. Required fields are marked *