ପାଇଖାନାରେ କବାଡ଼ି ଖେଳାଳିଙ୍କୁ ଖାଦ୍ୟ ପରିବେଷଣ
ଭୁବନେଶ୍ୱର : ଉତ୍ତର ପ୍ରଦେଶର ସାହରନପୁରସ୍ଥିତ ଭୀମରାଓ ଆମ୍ବେଦକର ଷ୍ଟାଡିୟମ୍ରେ ୧୬ ବର୍ଷରୁ କମ୍ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅବସରରେ ଖେଳାଳିଙ୍କୁ ଶୌଚାଳୟରେ ଖାଦ୍ୟ ପରିବେଷଣ କରାଯାଉଥିବାର ଫଟୋ ଓ ଭିଡିଓ ପଦାକୁ ଆସିଥିଲା। ଏହାପରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନିଲମ୍ବନ କରାଯିବା ସହ ଖାଦ୍ୟ ପରିବେଷଣ କରିଥିବା ସଂସ୍ଥାକୁ କଳା ତାଲିକାଭୂକ୍ତ କରାଯାଇଥିଲା
ଏହି ଖବର ଶୁଣିବା ପରେ ଭାରତୀୟ କ୍ରିକେଟର୍ ଶିଖର ଧାୱନ ଦୁଃଖ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ‘‘ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କବାଡ଼ି ଖେଳାଳିମାନଙ୍କୁ ଶୌଚାଳୟରେ ଖାଦ୍ୟ ପରିବେଷଣ ଦେଖି ମୁଁ ମର୍ମାହତ। ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁପି ସରକାର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି।’’ବୋଲି ଧାୱନ ଟ୍ବିଟର୍ରେ ପ୍ରକାଶ କରିଛନ୍ତି।


The APK works perfectly on my Android phone. No lags and the gameplay is seamless. Great job on phlwinapk.
[5527]vaveslot Official Login | সেরা অনলাইন স্লট গেম ও বিকাশ ডিপোজিট,vaveslot অ্যাপ ডাউনলোড করে সেরা স্লট গেমগুলো উপভোগ করুন। বিকাশ দিয়ে সহজ ডিপোজিট এবং গেমের নিয়মাবলী জানতে আজই লগইন করুন। visit: vaveslot
Super impressed with the customer support here. They answered my questions in minutes and helped me get started. Really happy with vnlc168.
I’m really impressed with the customer support and the overall vibe of the site. It feels very professional yet welcoming. Visit vn88xxcom for a great experience.
This place has a great community and the games are fair. I’ve had a few big wins here already and the experience was top notch. pkx555com