ସରକାରୀ ମେଡିକାଲରେ ଚାଲିଛି ଝଡାଫୁଙ୍କା

ସରକାରୀ ମେଡିକାଲରେ ଚାଲିଛି ଝଡାଫୁଙ୍କା

ଭୁବନେଶ୍ୱର : ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମାନସିକ ରୋଗୀଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି ଝଡ଼ାଫୁଙ୍କା କରୁଥିବା ଲୋକ । ମାନସିକ ରୋଗୀ ଜଣକ ଫିଙ୍ଗା ଫୋପଡା କରୁଥିବା ବେଳେ ତାକୁ ବାନ୍ଧି ଝଡାଫୁଙ୍କା କରିଥିଲେ। ଏହି ସମୟରେ ଦେଖଣାହାରୀ ସାଜିଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ। ଏମିତି ଡ୍ରାମା ଅଧଘଣ୍ଟା ଧରି ମେଡିକାଲ ଭିତରେ ଚାଲିଥିଲା। ରେଗୀ ଜଣକ ମେଡିକାଲରୁ ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ବିଧା ଗୋଇଠା ମଧ୍ୟ ମରାଯାଇଛି । ଏସବୁ ଭିତରେ ପ୍ରଶ୍ନ ଉଠୁଛି ସରକାରୀ ଡାକ୍ତରଖାନାରେ ଏମିତି ଝଡାଫୁଙ୍କା ଚାଲିଥିଲା କେମିତି ।

ims news

One thought on “ସରକାରୀ ମେଡିକାଲରେ ଚାଲିଛି ଝଡାଫୁଙ୍କା

Leave a Reply

Your email address will not be published. Required fields are marked *