ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ

ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ

ଭୁବନେଶ୍ୱର : ସଦ୍ୟ ଘୋଷିତ ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ ଓପନର ସ୍ମୃତି ମନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା କ୍ୟାରିୟର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମନ୍ଧନା ଓ ଦୀପ୍ତି ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଶେଫାଳି ବର୍ମା, ହର୍ମନପ୍ରୀତ କୌର, ରେଣୁକା ସିଂହ, ସ୍ନେହ ରାଣା ଓ ରାଜେଶ୍ୱରୀ ଗାଏକୱାଡ୍‌ଙ୍କ ସ୍ଥାନରେ ଉନ୍ନତି ଘଟିଛି ।

ଗତ ସପ୍ତାହ ଭାରତୀୟ ମହିଳା ଦଳ ସପ୍ତମ ଥର ଏସିଆ କପ୍‌ ଚାମ୍ପିଅନ୍‌ ହୋଇଥିଲା । ଫାଇନାଲ୍‌ରେ ଦଳ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ହରାଇଥିଲା । ଏହି ମ୍ୟାଚ୍‌ରେ ମନ୍ଧନା ୨୫ବଲ୍‌ରୁ ଅପରାଜିତ ୫୧ରନ୍‌ କରିଥିଲେ । ଫଳରେ ତାଙ୍କ ମାନ୍ୟତାରେ ଗୋଟିଏ ସ୍ଥାନ ଉନ୍ନତି ଘଟିଥିଲା । ମନ୍ଧନା (୭୩୦ ପଏଣ୍ଟ) ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବେଥ ମୁନୀଙ୍କଠୁ ୧୩ପଏଣ୍ଟ ପଛୁଆ ରହିଛନ୍ତି । ଓପନର ଶେଫାଳି ଗୋଟିଏ ସ୍ଥାନ ଉଠି ସପ୍ତମ ଏବଂ ହର୍ମନପ୍ରୀତ ୩ଟି ସ୍ଥାନ ଉନ୍ନତି ଘଟାଇ ୧୪ତମ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ଦୀପ୍ତି ଗୋଟିଏ ସ୍ଥାନ ଉଠି ଦ୍ୱିତୀୟରେ ରହିଛନ୍ତି । ସେ ଏସିଆ କପ୍‌ ଫାଇନାଲ୍‌ରେ ୭ରନ୍‌ ପ୍ରଦାନ କରି ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଦୀପ୍ତି (୭୪୨ପଏଣ୍ଟ) ଶୀର୍ଷ ସ୍ଥାନରେ ଥିବା ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍‌ଙ୍କ ଠାରୁ ଆଉ ୧୪ ପଏଣ୍ଟ ପଛରେ ରହିଛନ୍ତି । ପେସ୍‌ ବୋଲର ରେଣୁକା ୫ଟି ସ୍ଥାନ ଉନ୍ନତି ଘଟାଇ କ୍ୟାରିୟର ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିଥିବାବେଳେ ସ୍ନେହ ଦଶମ, ଗାଏକୱାଡ୍‌ ୧୭ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଲରାଉଣ୍ଡର ତାଲିକାରେ ଦୀପ୍ତି ତୃତୀୟ ସ୍ଥାନରେ ଥିବାବେଳେ ୱେଷ୍ଟଇଣ୍ଡିଜ୍‌ର ହାୟଲି ମାଥ୍ୟୁସଙ୍କ ଏକ ନମ୍ବର ସ୍ଥାନ ଅପରିବର୍ତ୍ତିତ ରହିଛି ।

ims news

9 thoughts on “ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ

  1. Sweet blog! I found it while surfing around on Yahoo News. Do you have any tips on how to get listed in Yahoo News? I’ve been trying for a while but I never seem to get there! Thanks

  2. Withh havn so much cojtent do you ever rrun into anyy iissues of plagoirism
    oor cophright infringement? My bllog haas a lot oof completely unique cotent I’ve eithe written myself orr outsurced
    but it seems a lot off it is popping it upp alll over thee wweb without my agreement.
    Do you knoww any ays tto help prevesnt content from being stolen? I’d genuinely appreciate it.

  3. Thanks for sharing superb informations. Your web site is so cool. I am impressed by the details that you’ve on this website. It reveals how nicely you understand this subject. Bookmarked this website page, will come back for more articles. You, my friend, ROCK! I found just the info I already searched all over the place and simply could not come across. What an ideal website.

  4. I have been exploring for a bit for any high-quality articles or weblog posts on this sort of space . Exploring in Yahoo I at last stumbled upon this site. Reading this information So i?¦m happy to express that I’ve a very just right uncanny feeling I came upon exactly what I needed. I so much undoubtedly will make sure to don?¦t omit this web site and provides it a look on a relentless basis.

  5. An interesting dialogue is price comment. I feel that it’s best to write more on this matter, it won’t be a taboo topic but usually individuals are not sufficient to speak on such topics. To the next. Cheers

  6. I like this web site very much, Its a really nice position to read and find info . “Anyone can stop a man’s life, but no one his death a thousand doors open on to it. – Phoenissae” by Lucius Annaeus Seneca.

Leave a Reply

Your email address will not be published. Required fields are marked *