ପ୍ରଥମରୁ ଚମ୍ପିୟାନ ଦଳକୁ ଝଟକା

ପ୍ରଥମରୁ ଚମ୍ପିୟାନ ଦଳକୁ ଝଟକା

ଭୁବନେଶ୍ୱର : ଟି-୨୦ ବିଶ୍ବକପ ପ୍ରଥମ ସୁପର-୧୨ ମୁକାବିଲାରେ ବର୍ତ୍ତମାନର ଚାମ୍ପିଅନ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି । ଦଳ ନ୍ୟୁଜିଲାଣ୍ଡଠାରୁ ୮୯ ରନରେ ହାରିଯାଇଛି । ସିଡନିଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଚ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ କରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ମାତ୍ର ୫୮ଟି ବଲରୁ ୯୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ଫିନ ଆଲେନ ୪୨ ଓ କେନ ଓ୍ବିଲିଅମସନ ୨୩ ରନ କରିଥିଲେ ।

୨୦୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଡେଭିଡ ଓ୍ବାର୍ଣ୍ଣରଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ପରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । କେବଳ ଗ୍ଲେନ ମାକ୍ସଓ୍ବେଲ ସର୍ବାଧିକ ୨୮ ରନ କରିଥିଲେ । ପ୍ୟାଟ୍ କମିନ୍ସ ୨୧ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି ଓ ମିଚେଲ ସାଣ୍ଟନର ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଆଜିର ୨ୟ ମ୍ୟାଚରେ ଇଂଲଣ୍ଡ ଦଳ ଆଫଗାନିସ୍ତାନକୁ ଭେଟୁଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ims news

7 thoughts on “ପ୍ରଥମରୁ ଚମ୍ପିୟାନ ଦଳକୁ ଝଟକା

  1. I was very pleased to find this web-site.I wanted to thanks for your time for this wonderful read!! I definitely enjoying every little bit of it and I have you bookmarked to check out new stuff you blog post.

  2. Hi there! Do you know if they make any plugins to assist with Search Engine Optimization? I’m trying to get my blog to rank for some targeted keywords but I’m not seeing very good gains. If you know of any please share. Many thanks!

  3. Howdy! Someone in my Facebook group shared this website with us so I came to give it a look. I’m definitely loving the information. I’m bookmarking and will be tweeting this to my followers! Terrific blog and wonderful style and design.

  4. Excellent goods from you, man. I have understand your stuff previous to and you are just too wonderful. I actually like what you’ve acquired here, certainly like what you’re stating and the way in which you say it. You make it entertaining and you still take care of to keep it wise. I can not wait to read much more from you. This is really a tremendous website.

  5. I think this is one of the most important information for me. And i am glad reading your article. But should remark on some general things, The website style is perfect, the articles is really excellent : D. Good job, cheers

  6. Hi are using WordPress for your site platform? I’m new to the blog world but I’m trying to get started and create my own. Do you need any html coding knowledge to make your own blog? Any help would be really appreciated!

Leave a Reply

Your email address will not be published. Required fields are marked *