ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ
ଭୁବନେଶ୍ୱର : ସଦ୍ୟ ଘୋଷିତ ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଭାରତୀୟ ଓପନର ସ୍ମୃତି ମନ୍ଧନା ଓ ଅଲରାଉଣ୍ଡର ଦୀପ୍ତି ଶର୍ମା କ୍ୟାରିୟର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମନ୍ଧନା ଓ ଦୀପ୍ତି ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଶେଫାଳି ବର୍ମା, ହର୍ମନପ୍ରୀତ କୌର, ରେଣୁକା ସିଂହ, ସ୍ନେହ ରାଣା ଓ ରାଜେଶ୍ୱରୀ ଗାଏକୱାଡ୍ଙ୍କ ସ୍ଥାନରେ ଉନ୍ନତି ଘଟିଛି ।
ଗତ ସପ୍ତାହ ଭାରତୀୟ ମହିଳା ଦଳ ସପ୍ତମ ଥର ଏସିଆ କପ୍ ଚାମ୍ପିଅନ୍ ହୋଇଥିଲା । ଫାଇନାଲ୍ରେ ଦଳ ଶ୍ରୀଲଙ୍କାକୁ ୮ ୱିକେଟ୍ରେ ହରାଇଥିଲା । ଏହି ମ୍ୟାଚ୍ରେ ମନ୍ଧନା ୨୫ବଲ୍ରୁ ଅପରାଜିତ ୫୧ରନ୍ କରିଥିଲେ । ଫଳରେ ତାଙ୍କ ମାନ୍ୟତାରେ ଗୋଟିଏ ସ୍ଥାନ ଉନ୍ନତି ଘଟିଥିଲା । ମନ୍ଧନା (୭୩୦ ପଏଣ୍ଟ) ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ବେଥ ମୁନୀଙ୍କଠୁ ୧୩ପଏଣ୍ଟ ପଛୁଆ ରହିଛନ୍ତି । ଓପନର ଶେଫାଳି ଗୋଟିଏ ସ୍ଥାନ ଉଠି ସପ୍ତମ ଏବଂ ହର୍ମନପ୍ରୀତ ୩ଟି ସ୍ଥାନ ଉନ୍ନତି ଘଟାଇ ୧୪ତମ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ଦୀପ୍ତି ଗୋଟିଏ ସ୍ଥାନ ଉଠି ଦ୍ୱିତୀୟରେ ରହିଛନ୍ତି । ସେ ଏସିଆ କପ୍ ଫାଇନାଲ୍ରେ ୭ରନ୍ ପ୍ରଦାନ କରି ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଦୀପ୍ତି (୭୪୨ପଏଣ୍ଟ) ଶୀର୍ଷ ସ୍ଥାନରେ ଥିବା ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍ଙ୍କ ଠାରୁ ଆଉ ୧୪ ପଏଣ୍ଟ ପଛରେ ରହିଛନ୍ତି । ପେସ୍ ବୋଲର ରେଣୁକା ୫ଟି ସ୍ଥାନ ଉନ୍ନତି ଘଟାଇ କ୍ୟାରିୟର ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିଥିବାବେଳେ ସ୍ନେହ ଦଶମ, ଗାଏକୱାଡ୍ ୧୭ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଲରାଉଣ୍ଡର ତାଲିକାରେ ଦୀପ୍ତି ତୃତୀୟ ସ୍ଥାନରେ ଥିବାବେଳେ ୱେଷ୍ଟଇଣ୍ଡିଜ୍ର ହାୟଲି ମାଥ୍ୟୁସଙ୍କ ଏକ ନମ୍ବର ସ୍ଥାନ ଅପରିବର୍ତ୍ତିତ ରହିଛି ।


Excellent post however I was wondering if you could write a litte more on this subject? I’d be very grateful if you could elaborate a little bit more. Kudos!
Its like you read my mind! You appear to grasp so much approximately this, such as you wrote the e-book in it or something. I feel that you could do with some percent to power the message house a little bit, but other than that, that is wonderful blog. A great read. I’ll certainly be back.
As I website possessor I believe the content matter here is rattling magnificent , appreciate it for your efforts. You should keep it up forever! Good Luck.
Youre so cool! I dont suppose Ive learn something like this before. So good to find any person with some authentic thoughts on this subject. realy thanks for beginning this up. this web site is something that is needed on the net, someone with somewhat originality. helpful job for bringing something new to the internet!
Juanbingo, not the flashiest site, but you can’t go wrong with a good bingo game. Always decent prizes. Time to try juanbingo.
Hello my family member! I wish to say that this post is amazing, great written and include approximately all significant infos. I’d like to look extra posts like this.
I have to voice my appreciation for your kind-heartedness in support of those who need guidance on that area. Your very own dedication to getting the message throughout has been extraordinarily helpful and have regularly made most people much like me to attain their ambitions. The valuable information can mean this much to me and still more to my mates. Best wishes; from everyone of us.