ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ ‘ଲାଗେ ପ୍ରେମ ନଜର’
ଭୁବନେଶ୍ବର: ନୂଆ ଓଡ଼ିଆ ଛବି ‘ଲାଗେ ପ୍ରେମ ନଜର’ ରଥଯାତ୍ରାରେ ରିଲିଜ୍ ହେବ ବୋଲି ପ୍ରଥମେ ସୂଚନା ମିଳିଥିଲା। ମାତ୍ର ଏହା ଅବଶେଷରେ ଆଜି ମୁକ୍ତିଲାଭ କରୁଛି। ବୋଧହୁଏ ବାବୁସାନଙ୍କ ଅଭିନୀତ ‘ବିଦ୍ୟାରାଣ’ ଗତ ସପ୍ତାହରେ ୭୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବାରୁ ‘ଲାଗେ ପ୍ରେମ ନଜର’ପାଇଁ ଆବଶ୍ୟକସଂଖ୍ୟକ ହଲ୍ ମିଳି ନଥିବା କାରଣରୁ ରଥରେ ନୁହେଁ, ବରଂ ବାହୁଡ଼ା ଉପଲକ୍ଷେ ପରଦାକୁ ଆସିଲା ।
ତେବେ ସେ ଯାହା ହେଉନାକାହିଁକି ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ରହିଛି।
ଏହି ସିନେମାରେ ଅମ୍ଳାନ ଓ ରାକେଶ ଅଛନ୍ତି ନାୟକ ଭୂମିକାରେ। ଏହି ସିନେମାରେ ତିନି ନାୟିକା ଅଛନ୍ତି। ସେମାନେ ହେଲେ ରୀୟା, ପ୍ରିୟା ଓ ରାଗିଣୀ। ପୂର୍ବରୁ ଅମ୍ଳାନ-ରୀୟା ତୁ ମୋ ଦେହର ଛାଇ, ‘ଗୋଲାପି ଗୋଲାପି’, ପାଗଳ କରିଛୁ ତୁ, କଲେଜ୍ ଟାଇମ୍, ପ୍ରେମରେ ପ୍ରେମରେ, ତୋର ଦିନେକୁ ମୋର ଦିନେ ଆଦି ସିନେମାରେ ଏକାଠି ନଜର ଆସିଛନ୍ତି। ଅପରପକ୍ଷରେ ପ୍ରିୟା ଓ ରାଗିଣୀଙ୍କ ସହ ଅମ୍ଳାନ ପ୍ରଥମ ଥର କାମ କରିଛନ୍ତି।
ଦିଲୀପ ପଣ୍ଡା ‘ଲାଗେ ପ୍ରେମ ନଜର’ର ନିର୍ଦେଶକ। ଉକ୍ତ ଚଳଚ୍ଚିତ୍ରର ପ୍ରଯୋଜକ ହେଲେ ବ୍ୟୋମକେଶ। ଏହାର ଗୀତିକାର ନିର୍ମଳ ନାୟକ, ରଂଜନ ଦାସ, ଅରୁଣ ମନ୍ତ୍ରୀ ଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି । ଏହାର ଗୀତଗୁଡ଼ିକରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦୀପ୍ତିରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ୍ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି। ଫିଲ୍ମର ସଫଳତାକୁ ନେଇ ଉଭୟ ପ୍ରଯୋଜକ ଓ ନିର୍ଦେଶକ ଆଶାବାଦୀ।


I’ve tried a few platforms lately and this one is surprisingly smooth. The login process is fast and I didn’t run into any lag. Definitely a solid choice for anyone looking for a reliable spot. Check out mawinbetlogin for a great experience!
Kenosha wisconsin sex offender resgistryN breastsForced male fetishTravel
vibratorIs baby oil for sexGay sauna sheffield pinkCsi miami nudesGynecological exam sexual abuseLesbian experience sex xnxx People having sex on a farmTop ten porn statsLingerie + ukCheerleader
squirt masturbateSexyclips hentaiVintage raggedy ann imagesDick
trickle official site https://xnxxmega.com/ Nude pinay postLooking to breast feedPamela anderson tom
lee sexFemale beauty free video pornoFilipina milf moviesFree adult loveBreast city male new reduction yorkRacheal griffiths nude picturesTeen and sister xnxx Sponge bob episode gayRaspberry striped
rental tableclothsCandy vintageZuzana escortsJames deering gayHow
to start an adult film companySmall tits babes videosAmateur
changing room videoEmily 18 nude forumFully naked robbs oopsTight pink asshole