ଧୂମାଭଟା ଠାରେ ନବବଧୁ ଙ୍କ ସନ୍ଦେହ ଜନକ ମୃତ୍ୟ।

ଧୂମାଭଟା ଠାରେ ନବବଧୁ ଙ୍କ ସନ୍ଦେହ ଜନକ ମୃତ୍ୟ।

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଥାନା ଅନ୍ତର୍ଗତ ଧୂମାଭଟା ଗ୍ରାମର ସନ୍ୟାସୀ ରଣାଙ୍କ ସ୍ତ୍ରୀ ସଂଗୀତା ରଣାଙ୍କ ସନ୍ଦେହ ଜନକ ମୃତ ଦେହ ଶାଶୁ ଘରୁ ଉଦ୍ଧାର ହୋଇଛି। ଯୌତୁକ ଜନିତ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତକଙ୍କ ଦାଦା କହିବା ଅନୁସାରେ, ସଙ୍ଗୀତାଙ୍କ ଦେହ ବହୁତ ଶିରିୟଶ ଅଛି ବୋଲି ଫୋନ୍ ଯୋଗେ କହିଥିଲେ। ପହଞ୍ଚିବା ପରେ ଦେଖିଲେ ଯେ ଝିଅର ମୃତ୍ଯୁ ହୋଇ ସାରିଥିଲା l ଏ ନେଇ ଝିଅର ପରିବାର ଲୋକେ ବେଲପଡ଼ା ଥାନାରେ ଏକ ଯୌତୁକ ଜନିତ ହତ୍ୟାର ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ସଂଗୀତାଙ୍କ ବିବାହ ଧୂମାଭଟା ଗାଁର ସନ୍ନ୍ୟାସୀ ରଣାଙ୍କ ସହ ଗତ ଜାନୁୟାରୀ ୨୪ ରେ ସାମଜିକ ରୀତିନୀତି ରେ ହୋଇଥିଲା l ଜ୍ଯାଇଁ ସନ୍ନ୍ୟାସୀ ଯୌତୁକ ପାଇଁ ସଂଗୀତାକୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ l ଘଟଣା ସ୍ଥଳକୁ ବେଲପଡ଼ା ଥାନା ଅଧିକାରୀ ବୁଲୁ ମୁଣ୍ଡା ଓ ମାଜିଷ୍ଟ୍ରେଟ ତଥା ବେଲପଡ଼ା ଇନ୍ ଚାର୍ଜ ତହସିଲଦାର ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଥିବାବେଳେ ସ୍ଵାମୀ ସନ୍ନ୍ୟାସୀ ରଣାଙ୍କୁ ଅଟକ ରଖିଥିବା ଜଣାପଡିଛି l

ims news

4 thoughts on “ଧୂମାଭଟା ଠାରେ ନବବଧୁ ଙ୍କ ସନ୍ଦେହ ଜନକ ମୃତ୍ୟ।”

  1. Gorgeous big tit womenMature gyno examsHot fuck 2010Free porn videos seducedKing of erotica robBeautiful naked titties wet pussysBig
    boob granny pictures xnxx Teen nymphet bbsSpank
    me lyricsAugmentation belly breast button dallasBig tit big ass womenThe best of lesbian dreamsRoxetta penetration teaseAmateur radio free equipmentAdult e-card birthday https://xnxx4.cc/tags
    Gay musclemen sexTrue confessions of a pornstarChristmas decoration outdoor vintageMaci bookout nudeWild
    orgasms 2008 jelsoft enterprises ltdSexy white braAffect movie teen youthFuck mourinho xnxx Free mature backdoor fucking vidsSexy motorsports girlsKenzie oshawa escortFlight uk
    virginMesalazine sexual side effectsAdult deviled egg costumeBoy tied up pubes shavedBlonde
    sex milfsWomen with the largest breastYorkie teenHot bitches fucking
    blondesYoung boy mature free videosShelby lynn lesbian

Leave a Reply

Your email address will not be published. Required fields are marked *