ଭଦ୍ରକ ସହରରେ ପାଳିତ ହେଲା ତ୍ୟାଗ ଓ ବଳିଦାନର ପବିତ୍ର ପର୍ବ “ଇଦ୍ ଉଲ୍ ଫିତର୍” ।
ଭୁବନେଶ୍ୱର: ଭଦ୍ରକ ସହରରେ ତ୍ୟାଗ ଓ ବଳିଦାନର ପର୍ବ ପବିତ୍ର “ଇଦ୍ ଉଲ୍ ଫିତର୍” ଆନନ୍ଦ ଉଲ୍ଲାସ ର ସହିତ ପାଳନ କରାଯାଇଛି l ଏହି ଉପଲକ୍ଷେ ଭଦ୍ରକ ସହରରେ ବସବାସ କରୁଥିବା ମୁସଲିମ ଧର୍ମବାଲମ୍ବୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି l ସେମାନେ ଆଜି ସକାଳୁ ବିଭିନ୍ନ ମସଜିଦ ଏବଂ ଇଦଗାହା କୁ ଯାଇ ନମାଜ ପାଠ କରିଛନ୍ତି l ବିଶେଷ କରି ଇଦଗାହା ଠାରେ ଆଜି ସମୂହ ନମାଜ ପାଠ କରାଯାଇଥିଲା l ପ୍ରାୟ ୫ ହଜାର ରୁ ଅଧିକ ମୁସଲିମ ଲୋକ ମାନେ ଏକାଠି ହୋଇ ନମାଜ ପାଠ କରିଥିଲେ l ପରେ ସେମାନେ ପରସ୍ପରକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ନେତା ଓ ବିଧାୟକ ମଧ୍ୟ ସେମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଆଜିର ଦିନରେ ଆଲ୍ଲା ତାଙ୍କ ପ୍ରିୟ ଭକ୍ତଙ୍କ ଭକ୍ତିକୁ ପରୀକ୍ଷା ପାଇଁ କୁରୱାନୀ ବା ବଳିଦାନ ମାଗିଥିଲେ l ତେଣୁ ତାହାକୁ ସ୍ମରଣ କରିବା ପାଇଁ ଏହି ପର୍ବ ପାଳନ କରାଯାଉଥିବା ମୁସଲିମ ଧର୍ମବାଲମ୍ବୀ ମାନେ କହିଛନ୍ତି l ତେବେ ଏହି ପର୍ବକୁ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ସହିତ ୬୦ ଜଣ ପୋଲିସ ଅଫିସର ଙ୍କୁ ନିୟୋଜିତ କରାଯାଇଥିବା ଭଦ୍ରକ ଏସ.ପି ସୂଚନା ଦେଇଛନ୍ତି l


The VIP treatment here is on another level. I feel valued as a player and the rewards are generous. Highly suggest joining idsgcvip.
Really love the interface and the variety of games available. It feels very smooth on mobile. Highly recommend phfh777 to everyone.
Super impressed with the loading speeds and the overall vibe of the site. It feels professional and fair. If you are looking for a steady win, try gp88game.
The login process is secure and very straightforward. I appreciate how they handle user privacy and account security. I always use akunboslogin.
The game variety is just insane and the interface is super easy to navigate. Really enjoying the vibes here. Highly recommend phjilico to everyone!
I really appreciate the customer support here. They helped me fix my login issue in minutes. Five stars for jili123casinologin.