ନେତା ଙ୍କ ଜନ୍ମଦିନ ପାଳନ ବିବାଦକୁ ନେଇ ଛାତ୍ର-ଛାତ୍ର ଙ୍କ ମଧ୍ୟରେ ଆକ୍ରମଣ

ନେତା ଙ୍କ ଜନ୍ମଦିନ ପାଳନ ବିବାଦକୁ ନେଇ ଛାତ୍ର-ଛାତ୍ର ଙ୍କ ମଧ୍ୟରେ ଆକ୍ରମଣ

ଭୁବନେଶ୍ୱର, (ଜୁଲିସ୍ମିତା): କ୍ୟାମ୍ପସରେ ନେତାଙ୍କ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନକୁ କେନ୍ଦ୍ର କରି କିଛି ଦିନ ହେଲା କୁହୁଳୁଥିବା
ସନ୍ତୋଷ ଆଜି ବିଜେବି କଲେଜ ଛାତ୍ର ଅଶାନ୍ତିର କାରଣ ହୋଇଛି। ଜନ୍ମଦିନ ପାଳନକୁ ବିରୋଧ କରୁଥିବା ବିପକ୍ଷ ରାଜନୈତିକ ସମର୍ଥକ ଛାତ୍ରଗୋଷ୍ଠୀ ଅପରପକ୍ଷର ଦୁଇ ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି। ଏହାକୁ ନେଇ କଲେଜରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଲେଜ ଭିତରେ ଏହାର ସମାଧାନ
ହୋଇ ନପାରିବାରୁ କଥା ଥାନାକୁ ଯାଇଛି। ଦୁଇ ଗୋଷ୍ଠୀ ବଡ଼ଗଡ଼ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ କିଛି ଛାତ୍ର କଲେଜ କ୍ୟାମ୍ପସରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଘଟଣାକୁ ବିପକ୍ଷ ରାଜନୈତିକ ଗୋଷ୍ଠୀ ଛାତ୍ର ସହଜରେ ଗ୍ରହଣ କରି ନଥିଲେ। ଉପରକୁ କିଛି ନ କହିଲେ ବି ଭିତରେ ଭିତରେ ସେମାନେ ଏହାର କୈଫିୟତ ତଲବ କରିବାକୁ ଚେଷ୍ଟା କରୁଥିଲେ । ଆଜି ଦିନ ପ୍ରାୟ ସାଢ଼େ ୧ଟାରେ ଇଣ୍ଟିଗ୍ରେଟେଡ୍ଏ ମ୍‌ବିଏ (ଆଇଏମ୍ଏ)ର କିଛି ଛାତ୍ର ଆର୍ଟସ୍ ବ୍ଲକ ଭିତରକୁ ପ୍ରବେଶ କରିଥିବା ପୂର୍ବରୁ ଅପେକ୍ଷା କରିଥିବା ୧୦ରୁ ଅଧିକ ବରିଷ୍ଠ ଛାତ୍ର ସେମାନଙ୍କୁ ଡାକିଥିଲେ । କଲେଜ କ୍ୟାମ୍ପସରେ କାହିଁକି ରାଜନେତାଙ୍କ ଜନ୍ମଦିନ ପାଳୁଛ ବୋଲି ପଚାରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବାରୁ ବରିଷ୍ଠଇ ଛାତ୍ରମାନେ ଅପରଗୋଷ୍ଠୀର ଦୁଇ ଛାତ୍ର ରାଧା ଓ ସନ୍ଦୀପଙ୍କୁ ମାରିଥିଲେ। ଓ ସେମାନଙ୍କ ସଂପର୍କରେ ସମର୍ଥକମାନେମାଡ଼ ଖାଇଥିବା ଛାତ୍ରଦ୍ୱୟ ବିଭାଗୀୟ ମୁଖ୍ୟଙ୍କ ପାଖରେ ପହଂଚିଥିଲେ ମଧ୍ୟ ନ୍ୟାୟ ନ ମିଳିବାରୁ ସେମାନେ ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ । ଏହାର କିଛି ସମୟ ପରେ ଅପରଗୋଷ୍ଠୀ ମଧ୍ୟରେ ଥାନାରେ ପାଲଟା ଅଭିଯୋଗ କରିଥିଲେ ।

ଏ ସଂପର୍କରେ କଲେଜ ଅଧ୍ୟକ୍ଷ କହିଛନ୍ତି କଲେଜ ପରିସରରେ ନେତାଙ୍କ ଜନ୍ମଦିନ ପାଳନରୁ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସେହି ଘଟଣାକୁ କେନ୍ଦ୍ର କରି ଆଜି କଲେଜ ପରିସରରେ ଅଶାନ୍ତି ସୃଷ୍ଟି ହୋଇଛି। ମାମଲାକୁ ଅତ୍ୟନ୍ତ ଗୁରୁତ୍ଵର ସହ ନିଆଯାଇଛି। ଏଥିପାଇଁ ଏକ ଶୃଙ୍ଖଳା କମିଟି ଗଠନ କରାଯାଇଛି। କମିଟି ଘଟଣାର ତଦନ୍ତ କରିବ। ଯଦି କୌଣସି ଛାତ୍ର ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଘଟଣାରେ ଏଯାଏ କୌଣସି ମାମଲା ହୋଇନାହିଁ ବୋଲି ବଡ଼ଗଡ଼ ଥାନା ପୁଲିସ କହିଛି।

ims news

76 thoughts on “ନେତା ଙ୍କ ଜନ୍ମଦିନ ପାଳନ ବିବାଦକୁ ନେଇ ଛାତ୍ର-ଛାତ୍ର ଙ୍କ ମଧ୍ୟରେ ଆକ୍ରମଣ

  1. Magnificent beat ! I would like to apprentice whilst you amend your website, how could i subscribe for a blog site? The account aided me a appropriate deal. I had been tiny bit familiar of this your broadcast provided vibrant clear idea

  2. You are my intake, I have few blogs and often run out from brand :). “Analyzing humor is like dissecting a frog. Few people are interested and the frog dies of it.” by E. B. White.

  3. Whats up very cool site!! Guy .. Excellent .. Superb .. I’ll bookmark your site and take the feeds additionally…I am glad to find numerous helpful information right here within the submit, we want develop more strategies in this regard, thank you for sharing.

  4. An attention-grabbing discussion is worth comment. I feel that you need to write extra on this topic, it might not be a taboo subject but generally individuals are not sufficient to talk on such topics. To the next. Cheers

  5. An interesting discussion is value comment. I think that you must write more on this matter, it may not be a taboo subject however generally people are not sufficient to speak on such topics. To the next. Cheers

  6. Interesting read! Managing your bankroll is key, especially with quick deposit options like GCash – makes responsible gaming easier. Check out spinph99 apk for a streamlined experience & explore those hot games! Solid advice here.

  7. Hmm is anyone else experiencing problems with the images on this blog loading? I’m trying to find out if its a problem on my end or if it’s the blog. Any suggestions would be greatly appreciated.

  8. Just about all of whatever you point out is astonishingly precise and that makes me wonder why I hadn’t looked at this with this light before. This article truly did turn the light on for me personally as far as this subject matter goes. Nonetheless there is actually one position I am not too comfortable with so while I try to reconcile that with the actual core theme of your point, let me see just what all the rest of the visitors have to say.Very well done.

  9. of course like your web-site however you have to take a look at the spelling on several of your posts. Many of them are rife with spelling issues and I in finding it very bothersome to tell the truth however I’ll certainly come again again.

  10. I do love the way you have presented this situation and it does indeed offer me personally a lot of fodder for thought. Nonetheless, coming from what I have experienced, I basically hope as other responses pack on that people today continue to be on point and don’t get started upon a tirade associated with the news du jour. Anyway, thank you for this exceptional piece and whilst I do not go along with this in totality, I respect the standpoint.

Leave a Reply

Your email address will not be published. Required fields are marked *