ସାଇବର ଠକ ହେଲା ବିଫଳ
ଭୁବନେଶ୍ୱର :ପ୍ୟାନ କାର୍ଡ ଅପ୍ଟେଡ୍ କରିବାକୁ କହି ଜଣେ ମହିଳାଙ୍କଠାରୁ ୯୯ ହଜାର ଟଙ୍କା ଠକିନେଇଥିବା ସାଇବର ଠକ ପୁଲିସର ତ୍ବରିତ୍ ପଦକ୍ଷେପ ଲାଗି ଟଙ୍କା ହଡ଼ପ କରିବାରେ ବିଫଳ ହୋଇଛି। ବ୍ୟାଙ୍କରୁ ଟଙ୍କା ଉଠାଇନେବା ପୂର୍ବରୁ ପୁଲିସ ଆକାଉଣ୍ଟ ବ୍ଲକ୍ କରିଦେବାରୁ ସାଇବର ଠକର ଚାଲ୍ ଫେଲ୍ ମାରିଛି। ସାଇବର ଥାନା ପୁଲିସ ମହିଳାଙ୍କ ଆକାଉଣ୍ଟକୁ ଉକ୍ତ ଟଙ୍କାତକ ଫେରାଇଛି। ଅଭିଯୋଗ ମୁତାବକ ଗତ କିଛି ଦିନ ପୂର୍ବେ ଲକ୍ଷ୍ମୀପ୍ରିୟା ରାଉଳଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା।
ମୁମ୍ବାଇ ମୁଖ୍ୟାଳୟର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ସାଇବର ଠକ ଏହି ଫୋନ୍ କରିଥିଲା। ପାନ୍ କାର୍ଡ ଅପ୍ଡେଟ୍ କରିବାକୁ କହିଥିଲା। ଲକ୍ଷ୍ମୀପ୍ରିୟା ସାଇବର ଠକର ଚାଲ୍ ବୁଝିନପାରି ତା’ କଥା ଅନୁସାରେ ମୋବାଇଲ୍ ଫୋନ୍ ଜରିଆରେ ସବୁ ତଥ୍ୟ ଦେଇଦେଲେ। ଏମିତିକି ଓଟିପି ମଧ୍ୟ ଦେଇଦେଲେ। ଏହା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯୯ ହଜାର ଟଙ୍କା କଟିଯାଇଥିଲା। ତେବେ ଏନେଇ ଲକ୍ଷ୍ମୀପ୍ରିୟା ସଙ୍ଗେସଙ୍ଗେ ସାଇବର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଲକ୍ଷ୍ମୀପ୍ରିୟାଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ ସହ ଯୋଗାଯୋଗ କରି ଆକାଉଣ୍ଟକୁ ସିଜ୍ କରିଦେଇଥିଲା। ଫଳରେ ଟଙ୍କା କଟିବା ପୂର୍ବରୁ ଆକାଉଣ୍ଟ ଅଚଳ ହୋଇଯାଇଥିଲା।


Useful information. Fortunate me I found your website accidentally, and I’m stunned why this coincidence didn’t took place earlier! I bookmarked it.
Very nice info and straight to the point. I don’t know if this is truly the best place to ask but do you guys have any ideea where to hire some professional writers? Thx 🙂
Really good visual appeal on this web site, I’d value it 10 10.
I really like your blog.. very nice colors & theme. Did you make this website yourself or did you hire someone to do it for you? Plz answer back as I’m looking to construct my own blog and would like to find out where u got this from. cheers
C54777, hm… not bad, especially for a quick play. It ain’t gonna win any awards, but it’s decent enough to kill some time. Might even get lucky! Give it a go: c54777